ଯେବେ ଯେବେ ଦେଖା ଦଉ ଚଲା ବାଟରେ
ବୁଝେଇ ତୁ ଦେଇ ଗଲୁ ଗୋଟେ ଭେଟରେ
ଯେବେ ଯେବେ ଦେଖା ଦଉ ଚଲା ବାଟରେ
ବୁଝେଇ ତୁ ଦେଇ ଗଲୁ ଗୋଟେ ଭେଟରେ
ଓ ଓ ତୋର ମୋର ଯୋଡ଼ି ଟା ଭାରି ଚର୍ଚ୍ଚା ଧରେ
ଯେବେ ଯେବେ ଦେଖା ଦଉ ଚଲା ବାଟରେ
ବୁଝେଇ ତୁ ଦେଇ ଗଲୁ ଗୋଟେ ଭେଟରେ
ହଁ କେମିତି କହରେ ବୁଝି ତୁ ନେଲୁ
ହଁ ଦୂରେଇ ତୁ ରହୁ କାଇଁ ମିଛଟାରେ
ଓ ଓ ପ୍ରେମ ଚଇତି ଚିପୁଡେ ଛାତି
ଯେବେ ଯେବେ ଦେଖା ଦଉ ଚଲା ବାଟରେ
ବୁଝେଇ ତୁ ଦେଇ ଗଲୁ ଗୋଟେ ଭେଟରେ
ହଁ କେବେରେ କେଜାଣି ହେବେରେ ଦେଖା
ଓ ଓ ଏ ତିଥିରେ ତୋ ହାତରେ ମୁଁ
ପିନ୍ଧେଇ ଦେବିରେ ଦି ପଟ ଶଙ୍ଖା
କରି ପାରୁନି ମୁଁ ଆଉ ଅପେକ୍ଷା
ହଁ କାନ ଯାହା ଗପରେ ଶୁଣିଥିଲା
ମୋର ତତେ ମାନି ନେଲି ମୁଁ ଧିରେ ଧିରେ
ବୁଝେଇ ତୁ ଦେଇ ଗଲୁ ଗୋଟେ ଭେଟରେ
ଓ ଓ ପ୍ରେମ ଚଇତି ଚିପୁଡେ ଛାତି
ଯେବେ ଯେବେ ଦେଖା ଦଉ ଚଲା ବାଟରେ